# he would set one of the fruit of his body upon his throne ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସିଂହାସନରେ ବସାଇବେ I ବିକଳ୍ପ ଅନୁବାଦ: “ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସ୍ଥାନରେ ରାଜା ହେବାପାଇଁ ନିଯୁକ୍ତ କରିବେ” (ଦେଖ: [[rc://*/ta/man/translate/figs-metonymy]]) # one of the fruit of his body ଏଠାରେ “ଔରସ ଜାତ” “ତାହାଙ୍କ ଶରୀର”ରୁ ଉତ୍ପନ୍ନ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣେ” (ଦେଖ: [[rc://*/ta/man/translate/figs-idiom]])