or_tn/act/02/30.md

8 lines
855 B
Markdown
Raw Permalink Normal View History

2020-11-19 00:15:53 +00:00
# he would set one of the fruit of his body upon his throne
ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସିଂହାସନରେ ବସାଇବେ I ବିକଳ୍ପ ଅନୁବାଦ: “ଈଶ୍ବର ଦାଉଦଙ୍କ ଔରସଜାତ ଜଣକୁ ଦାଉଦଙ୍କ ସ୍ଥାନରେ ରାଜା ହେବାପାଇଁ ନିଯୁକ୍ତ କରିବେ” (ଦେଖ: [[rc://*/ta/man/translate/figs-metonymy]])
# one of the fruit of his body
ଏଠାରେ “ଔରସ ଜାତ” “ତାହାଙ୍କ ଶରୀର”ରୁ ଉତ୍ପନ୍ନ ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ବଂଶଧରମାନଙ୍କ ମଧ୍ୟରୁ ଜଣେ” (ଦେଖ: [[rc://*/ta/man/translate/figs-idiom]])