or_tn/act/02/28.md

645 B

the ways of life

ଜୀବନକୁ ଘେନିଯାଉଥିବା ପଥ

full of gladness with your face

ଏଠାରେ “ଛାମୁ” ଶବ୍ଦଟି ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ ଦେଖି ବହୁତ ଆନନ୍ଦିତ ହୁଏ” କିମ୍ବା “ ଯେତେବେଳେ ମୁଁ ତୁମ୍ଭ ସମ୍ମୁଖରେ ଥାଏ, ମୁଁ ବହୁତ ଆନନ୍ଦିତ ହୁଏ” (ଦେଖ: rc://*/ta/man/translate/figs-metonymy)

gladness

ଆନନ୍ଦ, ଖୁସି