# the ways of life ଜୀବନକୁ ଘେନିଯାଉଥିବା ପଥ # full of gladness with your face ଏଠାରେ “ଛାମୁ” ଶବ୍ଦଟି ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ ଦେଖି ବହୁତ ଆନନ୍ଦିତ ହୁଏ” କିମ୍ବା “ ଯେତେବେଳେ ମୁଁ ତୁମ୍ଭ ସମ୍ମୁଖରେ ଥାଏ, ମୁଁ ବହୁତ ଆନନ୍ଦିତ ହୁଏ” (ଦେଖ: [[rc://*/ta/man/translate/figs-metonymy]]) # gladness ଆନନ୍ଦ, ଖୁସି