or_tn/act/02/28.md

12 lines
645 B
Markdown
Raw Permalink Normal View History

2020-11-19 00:15:53 +00:00
# the ways of life
ଜୀବନକୁ ଘେନିଯାଉଥିବା ପଥ
# full of gladness with your face
ଏଠାରେ “ଛାମୁ” ଶବ୍ଦଟି ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ ଦେଖି ବହୁତ ଆନନ୍ଦିତ ହୁଏ” କିମ୍ବା “ ଯେତେବେଳେ ମୁଁ ତୁମ୍ଭ ସମ୍ମୁଖରେ ଥାଏ, ମୁଁ ବହୁତ ଆନନ୍ଦିତ ହୁଏ” (ଦେଖ: [[rc://*/ta/man/translate/figs-metonymy]])
# gladness
ଆନନ୍ଦ, ଖୁସି