or_tn/act/02/18.md

1.1 KiB
Raw Permalink Blame History

Connecting Statement:

ପିତର ଯୋୟେଲ ଭାବବାଦୀଙ୍କୁ ଉର୍ଦ୍ଧୃତ କରି ଚାଲିଛନ୍ତି I

my servants and my female servants

ଉଭୟ ମୋହର ଦାସ ଦାସୀ ଗଣ I ଏହି ପଦ ଗୁଡ଼ିକ ଜୋର୍ ଦିଏ ଯେ ଈଶ୍ବର ଆପଣାର ସମସ୍ତ ସେବକ ସେବିକା, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ଢାଳିଦେବେ” I

I will pour out my Spirit

ଏଠାରେ “ଢାଳିଦେବା” ଶବ୍ଦଟିର ଅର୍ଥ ହେଉଛି ଉଦାରଭାବରେ ଓ ପ୍ରଚୁର ଭାବରେ ଦେବା I ପ୍ରେରିତ :୧୭ ରେ ତୁମେ ଏହାକୁ କିପରି ଅନୁବାଦ କରିଛ ତାହା ଦେଖ I ବିକଳ୍ପ ଅନୁବାଦ: ”ଆମ୍ଭେ ସମସ୍ତ ଲୋକଙ୍କୁ ପ୍ରଚୁର ଭାବରେ ଆପଣା ଆତ୍ମା ଦେବା” (ଦେଖ: rc://*/ta/man/translate/figs-idiom)