or_tn/act/02/17.md

551 B

It will be

ଏହା ଘଟିବ କିଅବା “ଏହା ଆମ୍ଭେ କରିବା”

I will pour out my Spirit on all people

ଏଠାରେ “ଢାଳିଦେବା” ଶବ୍ଦଟିର ଅର୍ଥ ହେଉଛି ଉଦାରଭାବରେ ଓ ପ୍ରଚୁରଭାବରେ ଦେବା I ବିକଳ୍ପ ଅନୁବାଦ:”ଆମ୍ଭେ ସମସ୍ତ ଲୋକଙ୍କୁ ପ୍ରଚୁର ଭାବରେ ଆପଣା ଆତ୍ମା ଦେବା” (ଦେଖ: rc://*/ta/man/translate/figs-idiom)