or_tn/act/02/17.md

8 lines
551 B
Markdown
Raw Permalink Normal View History

2020-11-19 00:15:53 +00:00
# It will be
ଏହା ଘଟିବ କିଅବା “ଏହା ଆମ୍ଭେ କରିବା”
# I will pour out my Spirit on all people
ଏଠାରେ “ଢାଳିଦେବା” ଶବ୍ଦଟିର ଅର୍ଥ ହେଉଛି ଉଦାରଭାବରେ ଓ ପ୍ରଚୁରଭାବରେ ଦେବା I ବିକଳ୍ପ ଅନୁବାଦ:”ଆମ୍ଭେ ସମସ୍ତ ଲୋକଙ୍କୁ ପ୍ରଚୁର ଭାବରେ ଆପଣା ଆତ୍ମା ଦେବା” (ଦେଖ: [[rc://*/ta/man/translate/figs-idiom]])