or_tn/act/02/18.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପିତର ଯୋୟେଲ ଭାବବାଦୀଙ୍କୁ ଉର୍ଦ୍ଧୃତ କରି ଚାଲିଛନ୍ତି I
# my servants and my female servants
ଉଭୟ ମୋହର ଦାସ ଦାସୀ ଗଣ I ଏହି ପଦ ଗୁଡ଼ିକ ଜୋର୍ ଦିଏ ଯେ ଈଶ୍ବର ଆପଣାର ସମସ୍ତ ସେବକ ସେବିକା, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ଢାଳିଦେବେ” I
# I will pour out my Spirit
ଏଠାରେ “ଢାଳିଦେବା” ଶବ୍ଦଟିର ଅର୍ଥ ହେଉଛି ଉଦାରଭାବରେ ଓ ପ୍ରଚୁର ଭାବରେ ଦେବା I [ପ୍ରେରିତ :୧୭](../02/17.md) ରେ ତୁମେ ଏହାକୁ କିପରି ଅନୁବାଦ କରିଛ ତାହା ଦେଖ I ବିକଳ୍ପ ଅନୁବାଦ: ”ଆମ୍ଭେ ସମସ୍ତ ଲୋକଙ୍କୁ ପ୍ରଚୁର ଭାବରେ ଆପଣା ଆତ୍ମା ଦେବା” (ଦେଖ: [[rc://*/ta/man/translate/figs-idiom]])