or_tn/act/01/12.md

8 lines
578 B
Markdown

# Then they returned
ପ୍ରେରିତମାନେ ଫେରିଗଲେ
# a Sabbath day's journey
ଏହା ଦୂରତାକୁ ବୁଝାଏ, ଯାହା ଯିହୁଦୀ ଧର୍ମଗୁରୁମାନଙ୍କର ପ୍ରଥାନୁସାରେ, ଜଣେ ବ୍ୟକ୍ତିଙ୍କୁ ବିଶ୍ରାମବାରରେ ଚାଲିବାର ଅନୁମତି ମିଳିଥାଏ I ବିକଳ୍ପ ଅନୁବାଦ: “ପ୍ରାୟ ଏକ କିଲୋମିଟର ଦୂରତା” (ଦେଖ: [[rc://*/ta/man/translate/figs-explicit]])