or_tn/act/01/12.md

578 B

Then they returned

ପ୍ରେରିତମାନେ ଫେରିଗଲେ

a Sabbath day's journey

ଏହା ଦୂରତାକୁ ବୁଝାଏ, ଯାହା ଯିହୁଦୀ ଧର୍ମଗୁରୁମାନଙ୍କର ପ୍ରଥାନୁସାରେ, ଜଣେ ବ୍ୟକ୍ତିଙ୍କୁ ବିଶ୍ରାମବାରରେ ଚାଲିବାର ଅନୁମତି ମିଳିଥାଏ I ବିକଳ୍ପ ଅନୁବାଦ: “ପ୍ରାୟ ଏକ କିଲୋମିଟର ଦୂରତା” (ଦେଖ: rc://*/ta/man/translate/figs-explicit)