# Then they returned ପ୍ରେରିତମାନେ ଫେରିଗଲେ # a Sabbath day's journey ଏହା ଦୂରତାକୁ ବୁଝାଏ, ଯାହା ଯିହୁଦୀ ଧର୍ମଗୁରୁମାନଙ୍କର ପ୍ରଥାନୁସାରେ, ଜଣେ ବ୍ୟକ୍ତିଙ୍କୁ ବିଶ୍ରାମବାରରେ ଚାଲିବାର ଅନୁମତି ମିଳିଥାଏ I ବିକଳ୍ପ ଅନୁବାଦ: “ପ୍ରାୟ ଏକ କିଲୋମିଟର ଦୂରତା” (ଦେଖ: [[rc://*/ta/man/translate/figs-explicit]])