or_tn/3jn/01/11.md

1.1 KiB

Beloved

ଏଠାରେ ଏହା ସହ-ବିଶ୍ବାସୀମାନଙ୍କ ନିମନ୍ତେ ଏକ ଆଦର ସୂଚକ ଶବ୍ଦ ରୁପେ ବ୍ୟବହାର କରାଯାଇଛି । କିପରି ତୁମେ ଏହାକୁ [୩ୟ ଯୋହନ ୧:୫]ରେ (../୦୧/୦୫.md)ରେ ଅନୁବାଦ କରିଅଛ ।

do not imitate what is evil

ମନ୍ଦ ବିଷୟର ଅନୁକରଣ କର ନାହି ଯାହା ଲୋକମାନେ କରନ୍ତି

but what is good

ଏହି ଶବ୍ଦଗୁଡିକ ଛାଡି ଦିଆଯାଇଛି କିନ୍ତୁ ସେଗୁଡିକ ବୁଝିହେବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଉତ୍ତମ ବିଷୟକୁ ଅନୁକରଣ କର ଯାହା ଲୋକମାନେ କରନ୍ତି” (ଦେଖ:rc://*/ta/man/translate/figs-ellipsis)

is of God

ଈଶ୍ବରଙ୍କ ନୁହେଁ

has not seen God

ଈଶ୍ବରଙ୍କ ଅନ୍ତର୍ଗତ ନୁହେଁ କିମ୍ବା “ଈଶ୍ବରଙ୍କ ଠାରେ ବିଶ୍ବାସ କରେ ନାହିଁ”