# Beloved ଏଠାରେ ଏହା ସହ-ବିଶ୍ବାସୀମାନଙ୍କ ନିମନ୍ତେ ଏକ ଆଦର ସୂଚକ ଶବ୍ଦ ରୁପେ ବ୍ୟବହାର କରାଯାଇଛି । କିପରି ତୁମେ ଏହାକୁ [୩ୟ ଯୋହନ ୧:୫]ରେ (../୦୧/୦୫.md)ରେ ଅନୁବାଦ କରିଅଛ । # do not imitate what is evil ମନ୍ଦ ବିଷୟର ଅନୁକରଣ କର ନାହି ଯାହା ଲୋକମାନେ କରନ୍ତି # but what is good ଏହି ଶବ୍ଦଗୁଡିକ ଛାଡି ଦିଆଯାଇଛି କିନ୍ତୁ ସେଗୁଡିକ ବୁଝିହେବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଉତ୍ତମ ବିଷୟକୁ ଅନୁକରଣ କର ଯାହା ଲୋକମାନେ କରନ୍ତି” (ଦେଖ:[[rc://*/ta/man/translate/figs-ellipsis]]) # is of God ଈଶ୍ବରଙ୍କ ନୁହେଁ # has not seen God ଈଶ୍ବରଙ୍କ ଅନ୍ତର୍ଗତ ନୁହେଁ କିମ୍ବା “ଈଶ୍ବରଙ୍କ ଠାରେ ବିଶ୍ବାସ କରେ ନାହିଁ”