or_tn/3jn/01/11.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Beloved
ଏଠାରେ ଏହା ସହ-ବିଶ୍ବାସୀମାନଙ୍କ ନିମନ୍ତେ ଏକ ଆଦର ସୂଚକ ଶବ୍ଦ ରୁପେ ବ୍ୟବହାର କରାଯାଇଛି । କିପରି ତୁମେ ଏହାକୁ [୩ୟ ଯୋହନ ୧:୫]ରେ (../୦୧/୦୫.md)ରେ ଅନୁବାଦ କରିଅଛ ।
# do not imitate what is evil
ମନ୍ଦ ବିଷୟର ଅନୁକରଣ କର ନାହି ଯାହା ଲୋକମାନେ କରନ୍ତି
# but what is good
ଏହି ଶବ୍ଦଗୁଡିକ ଛାଡି ଦିଆଯାଇଛି କିନ୍ତୁ ସେଗୁଡିକ ବୁଝିହେବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଉତ୍ତମ ବିଷୟକୁ ଅନୁକରଣ କର ଯାହା ଲୋକମାନେ କରନ୍ତି” (ଦେଖ:[[rc://*/ta/man/translate/figs-ellipsis]])
# is of God
ଈଶ୍ବରଙ୍କ ନୁହେଁ
# has not seen God
ଈଶ୍ବରଙ୍କ ଅନ୍ତର୍ଗତ ନୁହେଁ କିମ୍ବା “ଈଶ୍ବରଙ୍କ ଠାରେ ବିଶ୍ବାସ କରେ ନାହିଁ”