or_tn/2ti/04/21.md

1.3 KiB

Eubulus ... Pudens, Linus

ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: rc://*/ta/man/translate/translate-names)

Do your best to come

ତୁମ୍ଭେ ଆସିବାକୁ ଯତ୍ନ କର

before winter

ଶୀତ କାଳ ପୂର୍ବରୁ

greets you, also Pudens, Linus, Claudia, and all the brothers

ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭକୁ ନମସ୍କାର ଜଣାଉଛନ୍ତି I ଇଉବୁଲ,ପୁଦେନ୍ସ୍, ଲିନ ଓ କ୍ଲୌଦିୟା ଓ ସମସ୍ତ ଭାଇମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି”

Claudia

ଏହା ଜଣେ ସ୍ତ୍ରୀ ଲୋକର ନାମ I (ଦେଖ: rc://*/ta/man/translate/translate-names)

all the brothers

ଏଠାରେ “ଭାଇମାନେ”ର ଅର୍ଥ ପୁରୁଷ ହେଉ କି ସ୍ତ୍ରୀ ହେଉ, ସମସ୍ତ ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଏଠାରେ ଥିବା ସମସ୍ତ ବିଶ୍ବାସୀମାନେ” (ଦେଖ: rc://*/ta/man/translate/figs-gendernotations)