# Eubulus ... Pudens, Linus ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://*/ta/man/translate/translate-names]]) # Do your best to come ତୁମ୍ଭେ ଆସିବାକୁ ଯତ୍ନ କର # before winter ଶୀତ କାଳ ପୂର୍ବରୁ # greets you, also Pudens, Linus, Claudia, and all the brothers ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭକୁ ନମସ୍କାର ଜଣାଉଛନ୍ତି I ଇଉବୁଲ,ପୁଦେନ୍ସ୍, ଲିନ ଓ କ୍ଲୌଦିୟା ଓ ସମସ୍ତ ଭାଇମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି” # Claudia ଏହା ଜଣେ ସ୍ତ୍ରୀ ଲୋକର ନାମ I (ଦେଖ: [[rc://*/ta/man/translate/translate-names]]) # all the brothers ଏଠାରେ “ଭାଇମାନେ”ର ଅର୍ଥ ପୁରୁଷ ହେଉ କି ସ୍ତ୍ରୀ ହେଉ, ସମସ୍ତ ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଏଠାରେ ଥିବା ସମସ୍ତ ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-gendernotations]])