or_tn/2ti/04/21.md

24 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Eubulus ... Pudens, Linus
ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://*/ta/man/translate/translate-names]])
# Do your best to come
ତୁମ୍ଭେ ଆସିବାକୁ ଯତ୍ନ କର
# before winter
ଶୀତ କାଳ ପୂର୍ବରୁ
# greets you, also Pudens, Linus, Claudia, and all the brothers
ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭକୁ ନମସ୍କାର ଜଣାଉଛନ୍ତି I ଇଉବୁଲ,ପୁଦେନ୍ସ୍, ଲିନ ଓ କ୍ଲୌଦିୟା ଓ ସମସ୍ତ ଭାଇମାନେ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି”
# Claudia
ଏହା ଜଣେ ସ୍ତ୍ରୀ ଲୋକର ନାମ I (ଦେଖ: [[rc://*/ta/man/translate/translate-names]])
# all the brothers
ଏଠାରେ “ଭାଇମାନେ”ର ଅର୍ଥ ପୁରୁଷ ହେଉ କି ସ୍ତ୍ରୀ ହେଉ, ସମସ୍ତ ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଏଠାରେ ଥିବା ସମସ୍ତ ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-gendernotations]])