or_tn/2th/03/16.md

1014 B

General Information:

ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଶେଷ ମନ୍ତବ୍ୟ ଦେଉଛନ୍ତି I

may the Lord of peace himself give you

ତୁମେ ସ୍ପଷ୍ଟ କରିପାରିବ ଯେ ଏହା ଥେସଲନୀକୀୟମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନା I ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା କରୁଅଛି ଯେ ଶାନ୍ତିଦାତା ପ୍ରଭୁ ସ୍ବୟଂ ତୁମ୍ଭମାନଙ୍କୁ ଶାନ୍ତି ଦେବେ” (ଦେଖ: rc://*/ta/man/translate/figs-explicit)

the Lord of peace himself

ଏଠାରେ “ସ୍ବୟଂ” ଗୁରୁତ୍ବ ଦେଉଛି ଯେ ପ୍ରଭୁ ବ୍ୟକ୍ତିଗତଭାବରେ ବିଶ୍ବାସୀମାନଙ୍କୁ ଶାନ୍ତି ଦେବେ I (ଦେଖ: rc://*/ta/man/translate/figs-rpronouns)