# General Information: ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଶେଷ ମନ୍ତବ୍ୟ ଦେଉଛନ୍ତି I # may the Lord of peace himself give you ତୁମେ ସ୍ପଷ୍ଟ କରିପାରିବ ଯେ ଏହା ଥେସଲନୀକୀୟମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନା I ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା କରୁଅଛି ଯେ ଶାନ୍ତିଦାତା ପ୍ରଭୁ ସ୍ବୟଂ ତୁମ୍ଭମାନଙ୍କୁ ଶାନ୍ତି ଦେବେ” (ଦେଖ: [[rc://*/ta/man/translate/figs-explicit]]) # the Lord of peace himself ଏଠାରେ “ସ୍ବୟଂ” ଗୁରୁତ୍ବ ଦେଉଛି ଯେ ପ୍ରଭୁ ବ୍ୟକ୍ତିଗତଭାବରେ ବିଶ୍ବାସୀମାନଙ୍କୁ ଶାନ୍ତି ଦେବେ I (ଦେଖ: [[rc://*/ta/man/translate/figs-rpronouns]])