or_tn/2th/03/16.md

12 lines
1014 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଶେଷ ମନ୍ତବ୍ୟ ଦେଉଛନ୍ତି I
# may the Lord of peace himself give you
ତୁମେ ସ୍ପଷ୍ଟ କରିପାରିବ ଯେ ଏହା ଥେସଲନୀକୀୟମାନଙ୍କ ନିମନ୍ତେ ପାଉଲଙ୍କର ପ୍ରାର୍ଥନା I ବିକଳ୍ପ ଅନୁବାଦ: “ମୁଁ ପ୍ରାର୍ଥନା କରୁଅଛି ଯେ ଶାନ୍ତିଦାତା ପ୍ରଭୁ ସ୍ବୟଂ ତୁମ୍ଭମାନଙ୍କୁ ଶାନ୍ତି ଦେବେ” (ଦେଖ: [[rc://*/ta/man/translate/figs-explicit]])
# the Lord of peace himself
ଏଠାରେ “ସ୍ବୟଂ” ଗୁରୁତ୍ବ ଦେଉଛି ଯେ ପ୍ରଭୁ ବ୍ୟକ୍ତିଗତଭାବରେ ବିଶ୍ବାସୀମାନଙ୍କୁ ଶାନ୍ତି ଦେବେ I (ଦେଖ: [[rc://*/ta/man/translate/figs-rpronouns]])