or_tn/2th/03/14.md

12 lines
703 B
Markdown

# if anyone does not obey our word
ଯଦି କେହି ଆମ୍ଭମାନଙ୍କର କଥାକୁ ମାନେ ନାହିଁ
# take note of him
ତାକୁ ଚିହ୍ନି ରଖ I ବିକଳ୍ପ ଅନୁବାଦ: “ସର୍ବସାଧାରଣରେ ସେହି ଲୋକକୁ ଚିହ୍ନଟ କର” (ଦେଖ: [[rc://*/ta/man/translate/figs-idiom]])
# so that he may be ashamed
ଏକ ଶୃଂଖଳାଗତ କାର୍ଯ୍ୟ ଭାବରେ ଅଳସୁଆ ବିଶ୍ବାସୀମାନଙ୍କୁ ଅଗ୍ରାହ୍ୟ କରିବାକୁ ପାଉଲ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି I