or_tn/2th/03/14.md

703 B

if anyone does not obey our word

ଯଦି କେହି ଆମ୍ଭମାନଙ୍କର କଥାକୁ ମାନେ ନାହିଁ

take note of him

ତାକୁ ଚିହ୍ନି ରଖ I ବିକଳ୍ପ ଅନୁବାଦ: “ସର୍ବସାଧାରଣରେ ସେହି ଲୋକକୁ ଚିହ୍ନଟ କର” (ଦେଖ: rc://*/ta/man/translate/figs-idiom)

so that he may be ashamed

ଏକ ଶୃଂଖଳାଗତ କାର୍ଯ୍ୟ ଭାବରେ ଅଳସୁଆ ବିଶ୍ବାସୀମାନଙ୍କୁ ଅଗ୍ରାହ୍ୟ କରିବାକୁ ପାଉଲ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି I