# if anyone does not obey our word ଯଦି କେହି ଆମ୍ଭମାନଙ୍କର କଥାକୁ ମାନେ ନାହିଁ # take note of him ତାକୁ ଚିହ୍ନି ରଖ I ବିକଳ୍ପ ଅନୁବାଦ: “ସର୍ବସାଧାରଣରେ ସେହି ଲୋକକୁ ଚିହ୍ନଟ କର” (ଦେଖ: [[rc://*/ta/man/translate/figs-idiom]]) # so that he may be ashamed ଏକ ଶୃଂଖଳାଗତ କାର୍ଯ୍ୟ ଭାବରେ ଅଳସୁଆ ବିଶ୍ବାସୀମାନଙ୍କୁ ଅଗ୍ରାହ୍ୟ କରିବାକୁ ପାଉଲ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି I