or_tn/2pe/02/08.md

618 B

that righteous man

ଏହା ଲୋଟଙ୍କୁ ବୁଝାଏ I

was tormented in his righteous soul

ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: rc://*/ta/man/translate/figs-synecdoche)