# that righteous man ଏହା ଲୋଟଙ୍କୁ ବୁଝାଏ I # was tormented in his righteous soul ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: [[rc://*/ta/man/translate/figs-synecdoche]])