or_tn/2pe/02/08.md

8 lines
618 B
Markdown
Raw Permalink Normal View History

2020-11-19 00:15:53 +00:00
# that righteous man
ଏହା ଲୋଟଙ୍କୁ ବୁଝାଏ I
# was tormented in his righteous soul
ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: [[rc://*/ta/man/translate/figs-synecdoche]])