or_tn/2pe/01/03.md

838 B

General Information:

ଈଶ୍ବର ପରାୟଣ ଜୀବନ ଯାପନ କରିବା ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I

for life and godliness

ଏଠାରେ “ଧର୍ମପରାୟଣତା” ଶବ୍ଦଟି “ଜୀବନ” ଶବ୍ଦକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଏକ ଧର୍ମପରାୟଣ ଜୀବନ ନିମନ୍ତେ” (ଦେଖ: rc://*/ta/man/translate/figs-hendiadys)

who called us

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଖାଏ I (ଦେଖ: rc://*/ta/man/translate/figs-inclusive)