# General Information: ଈଶ୍ବର ପରାୟଣ ଜୀବନ ଯାପନ କରିବା ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I # for life and godliness ଏଠାରେ “ଧର୍ମପରାୟଣତା” ଶବ୍ଦଟି “ଜୀବନ” ଶବ୍ଦକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଏକ ଧର୍ମପରାୟଣ ଜୀବନ ନିମନ୍ତେ” (ଦେଖ: [[rc://*/ta/man/translate/figs-hendiadys]]) # who called us ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଖାଏ I (ଦେଖ: [[rc://*/ta/man/translate/figs-inclusive]])