or_tn/2jn/01/07.md

20 lines
1.7 KiB
Markdown

# Connecting Statement:
ଯୋହନ ସେମାନଙ୍କୁ ପ୍ରବଞ୍ଚକମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲାଗି ରହିବା ନିମନ୍ତେ ସେମାନଙ୍କୁ ସ୍ମରଣ କରାନ୍ତି, ଏବଂ ସେମାନଙ୍କଠାରୁ ଦୁରରେ ରହିବା ନିମନ୍ତେ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଚାଲନ୍ତି ନାହିଁ।
# For many deceivers have gone out into the world
କରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି”
# many deceivers
ଅନେକ ଭଣ୍ଡ ଶିକ୍ଷକମାନେ ବା “ଅନେକ ପ୍ରବଞ୍ଚକମାନେ”
# Jesus Christ came in the flesh
ଦେହବନ୍ତ ହେବା ଜଣେ ପ୍ରକୃତ ବ୍ୟକ୍ତି ନିମନ୍ତେ ଏକ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ଯୀଶୁଖ୍ରୀଷ୍ଟ ଜଣେ ପ୍ରକୃତ ମାନବ ରୂପରେ ଅବତିର୍ଣ ହେଲେ” (ଦେଖ:[[rc://*/ta/man/translate/figs-metonymy]])
# This is the deceiver and the antichrist
ସେମାନେ କେବଳ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି