# Connecting Statement: ଯୋହନ ସେମାନଙ୍କୁ ପ୍ରବଞ୍ଚକମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲାଗି ରହିବା ନିମନ୍ତେ ସେମାନଙ୍କୁ ସ୍ମରଣ କରାନ୍ତି, ଏବଂ ସେମାନଙ୍କଠାରୁ ଦୁରରେ ରହିବା ନିମନ୍ତେ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଚାଲନ୍ତି ନାହିଁ। # For many deceivers have gone out into the world କରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି” # many deceivers ଅନେକ ଭଣ୍ଡ ଶିକ୍ଷକମାନେ ବା “ଅନେକ ପ୍ରବଞ୍ଚକମାନେ” # Jesus Christ came in the flesh ଦେହବନ୍ତ ହେବା ଜଣେ ପ୍ରକୃତ ବ୍ୟକ୍ତି ନିମନ୍ତେ ଏକ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ଯୀଶୁଖ୍ରୀଷ୍ଟ ଜଣେ ପ୍ରକୃତ ମାନବ ରୂପରେ ଅବତିର୍ଣ ହେଲେ” (ଦେଖ:[[rc://*/ta/man/translate/figs-metonymy]]) # This is the deceiver and the antichrist ସେମାନେ କେବଳ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି