or_tn/2jn/01/07.md

1.7 KiB

Connecting Statement:

ଯୋହନ ସେମାନଙ୍କୁ ପ୍ରବଞ୍ଚକମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲାଗି ରହିବା ନିମନ୍ତେ ସେମାନଙ୍କୁ ସ୍ମରଣ କରାନ୍ତି, ଏବଂ ସେମାନଙ୍କଠାରୁ ଦୁରରେ ରହିବା ନିମନ୍ତେ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଚାଲନ୍ତି ନାହିଁ।

For many deceivers have gone out into the world

କରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି”

many deceivers

ଅନେକ ଭଣ୍ଡ ଶିକ୍ଷକମାନେ ବା “ଅନେକ ପ୍ରବଞ୍ଚକମାନେ”

Jesus Christ came in the flesh

ଦେହବନ୍ତ ହେବା ଜଣେ ପ୍ରକୃତ ବ୍ୟକ୍ତି ନିମନ୍ତେ ଏକ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ଯୀଶୁଖ୍ରୀଷ୍ଟ ଜଣେ ପ୍ରକୃତ ମାନବ ରୂପରେ ଅବତିର୍ଣ ହେଲେ” (ଦେଖ:rc://*/ta/man/translate/figs-metonymy)

This is the deceiver and the antichrist

ସେମାନେ କେବଳ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି