or_tn/2co/12/09.md

1013 B
Raw Permalink Blame History

My grace is enough for you

ଆମ୍ଭେ ତୁମ୍ଭ ପ୍ରତି ଦୟା କରିବା, ଓ ତାହା ହିଁ ତୁମ୍ଭର ପ୍ରୟୋଜନ

for power is made perfect in weakness

କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ

the power of Christ might reside on me

ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ତାହା ତାହାଙ୍କ ଉପରେ ନିର୍ମିତ ଗୋଟିଏ ତମ୍ବୁ I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଲୋକେ ଦେଖିପାରିବେ ଯେ ମୋଠାରେ ଖ୍ରୀଷ୍ଟଙ୍କ ଶକ୍ତି ଅଛି” କିମ୍ବା ) “ମୁଁ ପ୍ରକୃତରେ ଖ୍ରୀଷ୍ଟଙ୍କର ଶକ୍ତି ପ୍ରାପ୍ତ ହେବି I” (ଦେଖ: rc://*/ta/man/translate/figs-metaphor)