# My grace is enough for you ଆମ୍ଭେ ତୁମ୍ଭ ପ୍ରତି ଦୟା କରିବା, ଓ ତାହା ହିଁ ତୁମ୍ଭର ପ୍ରୟୋଜନ # for power is made perfect in weakness କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ # the power of Christ might reside on me ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ତାହା ତାହାଙ୍କ ଉପରେ ନିର୍ମିତ ଗୋଟିଏ ତମ୍ବୁ I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଲୋକେ ଦେଖିପାରିବେ ଯେ ମୋଠାରେ ଖ୍ରୀଷ୍ଟଙ୍କ ଶକ୍ତି ଅଛି” କିମ୍ବା ୨) “ମୁଁ ପ୍ରକୃତରେ ଖ୍ରୀଷ୍ଟଙ୍କର ଶକ୍ତି ପ୍ରାପ୍ତ ହେବି I” (ଦେଖ: [[rc://*/ta/man/translate/figs-metaphor]])