or_tn/2co/12/09.md

12 lines
1013 B
Markdown
Raw Permalink Normal View History

2020-11-19 00:15:53 +00:00
# My grace is enough for you
ଆମ୍ଭେ ତୁମ୍ଭ ପ୍ରତି ଦୟା କରିବା, ଓ ତାହା ହିଁ ତୁମ୍ଭର ପ୍ରୟୋଜନ
# for power is made perfect in weakness
କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ
# the power of Christ might reside on me
ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ତାହା ତାହାଙ୍କ ଉପରେ ନିର୍ମିତ ଗୋଟିଏ ତମ୍ବୁ I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଲୋକେ ଦେଖିପାରିବେ ଯେ ମୋଠାରେ ଖ୍ରୀଷ୍ଟଙ୍କ ଶକ୍ତି ଅଛି” କିମ୍ବା ) “ମୁଁ ପ୍ରକୃତରେ ଖ୍ରୀଷ୍ଟଙ୍କର ଶକ୍ତି ପ୍ରାପ୍ତ ହେବି I” (ଦେଖ: [[rc://*/ta/man/translate/figs-metaphor]])