or_tn/2co/12/07.md

1.4 KiB
Raw Permalink Blame History

General Information:

ଏହି ପଦ ପ୍ରକାଶ କରେ ଯେ ପାଉଲ ଆପଣା ବିଷୟରେ କରିନ୍ଥୀୟ ୧୨:ରୁ ଆରମ୍ଭ କରି କହୁଛନ୍ତି I

because of the surpassing greatness of the revelations

କାରଣ ସେହି ପ୍ରକାଶିତ ବିଷୟଗୁଡିକ କେହି କେବେ ଦେଖି ନ ଥିବା ଅନ୍ୟ ଯେ କୌଣସି ବିଷୟଠାରୁ ଅଧିକ ଶ୍ରେଷ୍ଠ

a thorn in the flesh was given to me

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋହର ଶରୀରରେ ଗୋଟିଏ କଣ୍ଟକ ଦେଲେ” କିମ୍ବା “ମୋହର ଶରୀରରେ ଗୋଟିଏ କଣ୍ଟକ ରହିବାକୁ ଈଶ୍ବର ଅନୁମତି ଦେଲେ” (ଦେଖ: rc://*/ta/man/translate/figs-activepassive)

a thorn in the flesh

ଏଠାରେ ପାଉଲଙ୍କର ଶାରୀରିକ ସମସ୍ୟାଗୁଡିକୁ ତାହାଙ୍କ ଶରୀରରେ ବିଦ୍ଧ ହୋଇଥିବା ଗୋଟିଏ କଣ୍ଟକ ସହିତ ତୁଳନା କରାଯାଇଛି I

a messenger from Satan

ଶୟତାନର ଜଣେ ସେବକ

overly proud

ଅତି ଗର୍ବୀ