# General Information: ଏହି ପଦ ପ୍ରକାଶ କରେ ଯେ ପାଉଲ ଆପଣା ବିଷୟରେ [୨ କରିନ୍ଥୀୟ ୧୨:୨](../12/02.md)ରୁ ଆରମ୍ଭ କରି କହୁଛନ୍ତି I # because of the surpassing greatness of the revelations କାରଣ ସେହି ପ୍ରକାଶିତ ବିଷୟଗୁଡିକ କେହି କେବେ ଦେଖି ନ ଥିବା ଅନ୍ୟ ଯେ କୌଣସି ବିଷୟଠାରୁ ଅଧିକ ଶ୍ରେଷ୍ଠ # a thorn in the flesh was given to me ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋହର ଶରୀରରେ ଗୋଟିଏ କଣ୍ଟକ ଦେଲେ” କିମ୍ବା “ମୋହର ଶରୀରରେ ଗୋଟିଏ କଣ୍ଟକ ରହିବାକୁ ଈଶ୍ବର ଅନୁମତି ଦେଲେ” (ଦେଖ: [[rc://*/ta/man/translate/figs-activepassive]]) # a thorn in the flesh ଏଠାରେ ପାଉଲଙ୍କର ଶାରୀରିକ ସମସ୍ୟାଗୁଡିକୁ ତାହାଙ୍କ ଶରୀରରେ ବିଦ୍ଧ ହୋଇଥିବା ଗୋଟିଏ କଣ୍ଟକ ସହିତ ତୁଳନା କରାଯାଇଛି I # a messenger from Satan ଶୟତାନର ଜଣେ ସେବକ # overly proud ଅତି ଗର୍ବୀ