or_tn/2co/12/07.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦ ପ୍ରକାଶ କରେ ଯେ ପାଉଲ ଆପଣା ବିଷୟରେ [ କରିନ୍ଥୀୟ ୧୨:](../12/02.md)ରୁ ଆରମ୍ଭ କରି କହୁଛନ୍ତି I
# because of the surpassing greatness of the revelations
କାରଣ ସେହି ପ୍ରକାଶିତ ବିଷୟଗୁଡିକ କେହି କେବେ ଦେଖି ନ ଥିବା ଅନ୍ୟ ଯେ କୌଣସି ବିଷୟଠାରୁ ଅଧିକ ଶ୍ରେଷ୍ଠ
# a thorn in the flesh was given to me
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋହର ଶରୀରରେ ଗୋଟିଏ କଣ୍ଟକ ଦେଲେ” କିମ୍ବା “ମୋହର ଶରୀରରେ ଗୋଟିଏ କଣ୍ଟକ ରହିବାକୁ ଈଶ୍ବର ଅନୁମତି ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# a thorn in the flesh
ଏଠାରେ ପାଉଲଙ୍କର ଶାରୀରିକ ସମସ୍ୟାଗୁଡିକୁ ତାହାଙ୍କ ଶରୀରରେ ବିଦ୍ଧ ହୋଇଥିବା ଗୋଟିଏ କଣ୍ଟକ ସହିତ ତୁଳନା କରାଯାଇଛି I
# a messenger from Satan
ଶୟତାନର ଜଣେ ସେବକ
# overly proud
ଅତି ଗର୍ବୀ