or_tn/2co/11/25.md

12 lines
990 B
Markdown

# I was beaten with rods
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମୋତେ କାଠ ବାଡିରେ ପିଟିଲେ” (ଦେଖ: [[rc://*/ta/man/translate/figs-activepassive]])
# I was stoned
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ମୃତ ବୋଲି ଭାବିବା ପର୍ଯ୍ୟନ୍ତ ସେମାନେ ମୋ ଉପରକୁ ପଥର ଫିଙ୍ଗୁଥିଲେ” (ଦେଖ: [[rc://*/ta/man/translate/figs-activepassive]])
# I have spent a night and a day on the open sea
ସେ ଯାତ୍ରା କରୁଥିବା ଜାହାଜ ବୁଡିଗଲା ପରେ ପାଣିରେ ଭାସୁଥିବା ଅବସ୍ଥାକୁ ପାଉଲ ଉଲ୍ଲେଖ କରୁଛନ୍ତି I