or_tn/2co/11/25.md

990 B

I was beaten with rods

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମୋତେ କାଠ ବାଡିରେ ପିଟିଲେ” (ଦେଖ: rc://*/ta/man/translate/figs-activepassive)

I was stoned

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ମୃତ ବୋଲି ଭାବିବା ପର୍ଯ୍ୟନ୍ତ ସେମାନେ ମୋ ଉପରକୁ ପଥର ଫିଙ୍ଗୁଥିଲେ” (ଦେଖ: rc://*/ta/man/translate/figs-activepassive)

I have spent a night and a day on the open sea

ସେ ଯାତ୍ରା କରୁଥିବା ଜାହାଜ ବୁଡିଗଲା ପରେ ପାଣିରେ ଭାସୁଥିବା ଅବସ୍ଥାକୁ ପାଉଲ ଉଲ୍ଲେଖ କରୁଛନ୍ତି I