# I was beaten with rods ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ମୋତେ କାଠ ବାଡିରେ ପିଟିଲେ” (ଦେଖ: [[rc://*/ta/man/translate/figs-activepassive]]) # I was stoned ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ମୃତ ବୋଲି ଭାବିବା ପର୍ଯ୍ୟନ୍ତ ସେମାନେ ମୋ ଉପରକୁ ପଥର ଫିଙ୍ଗୁଥିଲେ” (ଦେଖ: [[rc://*/ta/man/translate/figs-activepassive]]) # I have spent a night and a day on the open sea ସେ ଯାତ୍ରା କରୁଥିବା ଜାହାଜ ବୁଡିଗଲା ପରେ ପାଣିରେ ଭାସୁଥିବା ଅବସ୍ଥାକୁ ପାଉଲ ଉଲ୍ଲେଖ କରୁଛନ୍ତି I