or_tn/2co/10/15.md

744 B
Raw Permalink Blame History

have not boasted beyond limits

ଏହା ଗୋଟିଏ ରୂଢ଼ି I ଦେଖ ତୁମେ ଏକା ଭଳି ଶବ୍ଦକୁ କିପରି କରିନ୍ଥୀୟ ୧୦:୧୩ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ନାହିଁ, ସେ ବିଷୟରେ ଦର୍ପ କରିନାହୁଁ” କିମ୍ବା “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ଅଛି, କେବଳ ସେ ବିଷୟରେ ହିଁ ଦର୍ପ କରିଅଛୁ” (ଦେଖ: rc://*/ta/man/translate/figs-idiom)