# have not boasted beyond limits ଏହା ଗୋଟିଏ ରୂଢ଼ି I ଦେଖ ତୁମେ ଏକା ଭଳି ଶବ୍ଦକୁ କିପରି [୨ କରିନ୍ଥୀୟ ୧୦:୧୩](../10/13.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ନାହିଁ, ସେ ବିଷୟରେ ଦର୍ପ କରିନାହୁଁ” କିମ୍ବା “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ଅଛି, କେବଳ ସେ ବିଷୟରେ ହିଁ ଦର୍ପ କରିଅଛୁ” (ଦେଖ: [[rc://*/ta/man/translate/figs-idiom]])