or_tn/2co/10/13.md

1.9 KiB

General Information:

ପାଉଲ ସେ ପାଇଥିବା ଅଧିକାର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଦେଶ, ଯହିଁ ଉପରେ ସେ ଶାସନ କରନ୍ତି, ଆପଣା ଦେଶର ସୀମାରେଖା ବା “ନିୟନ୍ତ୍ରଣ” ମଧ୍ୟରେ ଥିବା ଜିନିଷଗୁଡିକ ଉପରେ ତାହାଙ୍କର ଅଧିକାର ଅଛି ଓ ଆପଣା ଅଧିକାର ଅଧିନରେ ନ ଥିବା ଜିନିଷଗୁଡିକ ତାହାଙ୍କ “ନିୟନ୍ତ୍ରଣ” ବାହାରେ I” (ଦେଖ: rc://*/ta/man/translate/figs-metaphor)

will not boast beyond limits

ଏହା ଗୋଟିଏ ରୂଢ଼ି I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ନାହିଁ, ସେ ବିଷୟରେ ଦର୍ପ କରିବୁ ନାହିଁ” କିମ୍ବା “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ଅଛି, କେବଳ ସେ ବିଷୟରେ ହିଁ ଦର୍ପ କରିବୁ” (ଦେଖ: rc://*/ta/man/translate/figs-idiom)

within the limits of what God

ଅଧିନରେ ଥିବା ବିଷୟଗୁଡିକ ବିଷୟରେ ଯାହା ଈଶ୍ବର

limits that reach as far as you

ପାଉଲ ସେ ପାଇଥିବା ଅଧିକାର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଦେଶ, ଯହିଁଉପରେ ସେ ଶାସନ କରନ୍ତି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭେମାନେ ଆମ୍ଭମାନଙ୍କ ଅଧିକାରର ସୀମା ମଧ୍ୟରେ ଅଛ” (ଦେଖ: rc://*/ta/man/translate/figs-metaphor)