or_tn/2co/10/13.md

16 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ ସେ ପାଇଥିବା ଅଧିକାର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଦେଶ, ଯହିଁ ଉପରେ ସେ ଶାସନ କରନ୍ତି, ଆପଣା ଦେଶର ସୀମାରେଖା ବା “ନିୟନ୍ତ୍ରଣ” ମଧ୍ୟରେ ଥିବା ଜିନିଷଗୁଡିକ ଉପରେ ତାହାଙ୍କର ଅଧିକାର ଅଛି ଓ ଆପଣା ଅଧିକାର ଅଧିନରେ ନ ଥିବା ଜିନିଷଗୁଡିକ ତାହାଙ୍କ “ନିୟନ୍ତ୍ରଣ” ବାହାରେ I” (ଦେଖ: [[rc://*/ta/man/translate/figs-metaphor]])
# will not boast beyond limits
ଏହା ଗୋଟିଏ ରୂଢ଼ି I ବିକଳ୍ପ ଅନୁବାଦ: “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ନାହିଁ, ସେ ବିଷୟରେ ଦର୍ପ କରିବୁ ନାହିଁ” କିମ୍ବା “ଯେଉଁ ସବୁ ବିଷୟ ଉପରେ ଆମ୍ଭମାନଙ୍କର ଅଧିକାର ଅଛି, କେବଳ ସେ ବିଷୟରେ ହିଁ ଦର୍ପ କରିବୁ” (ଦେଖ: [[rc://*/ta/man/translate/figs-idiom]])
# within the limits of what God
ଅଧିନରେ ଥିବା ବିଷୟଗୁଡିକ ବିଷୟରେ ଯାହା ଈଶ୍ବର
# limits that reach as far as you
ପାଉଲ ସେ ପାଇଥିବା ଅଧିକାର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଦେଶ, ଯହିଁଉପରେ ସେ ଶାସନ କରନ୍ତି I ବିକଳ୍ପ ଅନୁବାଦ: “ଆଉ ତୁମ୍ଭେମାନେ ଆମ୍ଭମାନଙ୍କ ଅଧିକାରର ସୀମା ମଧ୍ୟରେ ଅଛ” (ଦେଖ: [[rc://*/ta/man/translate/figs-metaphor]])