or_tn/2co/08/09.md

12 lines
941 B
Markdown

# the grace of our Lord
ଏହି ପ୍ରସଙ୍ଗରେ, “ଅନୁଗ୍ରହ” ଶବ୍ଦଟି ଯୀଶୁ କରିନ୍ଥୀୟମାନଙ୍କୁ କରିଥିବା ଆଶୀର୍ବାଦର ବଦାନ୍ୟତାକୁ ଗୁରୁତ୍ବ ଦେଉଛି I
# Even though he was rich, for your sakes he became poor
ଯୀଶୁ ଆପଣାର ଦେହବନ୍ତ ହେବା ପୂର୍ବରୁ ଧନୀ ହୋଇଥିବା ଓ ମନୁଷ୍ୟ ହେବାରେ ଦରିଦ୍ର ହେବା ବିଷୟରେ ପାଉଲ କହୁଛନ୍ତି I
# through his poverty you might become rich
ଯୀଶୁ ମନୁଷ୍ୟ ହେବାର ଫଳ ସ୍ବରୂପେ କରିନ୍ଥୀୟମାନେ ଆତ୍ମିକଭାବରେ ଧନୀ ହୋଇଥିବା ବିଷୟରେ ପାଉଲ କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])