or_tn/2co/08/09.md

941 B

the grace of our Lord

ଏହି ପ୍ରସଙ୍ଗରେ, “ଅନୁଗ୍ରହ” ଶବ୍ଦଟି ଯୀଶୁ କରିନ୍ଥୀୟମାନଙ୍କୁ କରିଥିବା ଆଶୀର୍ବାଦର ବଦାନ୍ୟତାକୁ ଗୁରୁତ୍ବ ଦେଉଛି I

Even though he was rich, for your sakes he became poor

ଯୀଶୁ ଆପଣାର ଦେହବନ୍ତ ହେବା ପୂର୍ବରୁ ଧନୀ ହୋଇଥିବା ଓ ମନୁଷ୍ୟ ହେବାରେ ଦରିଦ୍ର ହେବା ବିଷୟରେ ପାଉଲ କହୁଛନ୍ତି I

through his poverty you might become rich

ଯୀଶୁ ମନୁଷ୍ୟ ହେବାର ଫଳ ସ୍ବରୂପେ କରିନ୍ଥୀୟମାନେ ଆତ୍ମିକଭାବରେ ଧନୀ ହୋଇଥିବା ବିଷୟରେ ପାଉଲ କହୁଛନ୍ତି I (ଦେଖ: rc://*/ta/man/translate/figs-metaphor)