# the grace of our Lord ଏହି ପ୍ରସଙ୍ଗରେ, “ଅନୁଗ୍ରହ” ଶବ୍ଦଟି ଯୀଶୁ କରିନ୍ଥୀୟମାନଙ୍କୁ କରିଥିବା ଆଶୀର୍ବାଦର ବଦାନ୍ୟତାକୁ ଗୁରୁତ୍ବ ଦେଉଛି I # Even though he was rich, for your sakes he became poor ଯୀଶୁ ଆପଣାର ଦେହବନ୍ତ ହେବା ପୂର୍ବରୁ ଧନୀ ହୋଇଥିବା ଓ ମନୁଷ୍ୟ ହେବାରେ ଦରିଦ୍ର ହେବା ବିଷୟରେ ପାଉଲ କହୁଛନ୍ତି I # through his poverty you might become rich ଯୀଶୁ ମନୁଷ୍ୟ ହେବାର ଫଳ ସ୍ବରୂପେ କରିନ୍ଥୀୟମାନେ ଆତ୍ମିକଭାବରେ ଧନୀ ହୋଇଥିବା ବିଷୟରେ ପାଉଲ କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])