or_tn/2co/06/08.md

755 B

General Information:

ଲୋକମାନେ କିପରି ତାହାଙ୍କ ଓ ତାହାଙ୍କ ସେବାକାର୍ଯ୍ୟ ବିଷୟରେ ଭାବୁଛନ୍ତି, ସେ ସମ୍ବନ୍ଧରେ ପାଉଲ ଅନେକ ଚରମ ବିଷୟର ତାଲିକା କରୁଛନ୍ତି I (ଦେଖ: rc://*/ta/man/translate/figs-merism)

We are accused of being deceitful

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ଆମ୍ଭମାନଙ୍କୁ ପ୍ରତାରକ ବୋଲି ଅଭିଯୋଗ କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)