# General Information: ଲୋକମାନେ କିପରି ତାହାଙ୍କ ଓ ତାହାଙ୍କ ସେବାକାର୍ଯ୍ୟ ବିଷୟରେ ଭାବୁଛନ୍ତି, ସେ ସମ୍ବନ୍ଧରେ ପାଉଲ ଅନେକ ଚରମ ବିଷୟର ତାଲିକା କରୁଛନ୍ତି I (ଦେଖ: [[rc://*/ta/man/translate/figs-merism]]) # We are accused of being deceitful ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ଆମ୍ଭମାନଙ୍କୁ ପ୍ରତାରକ ବୋଲି ଅଭିଯୋଗ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])